Below header

କରୋନା ମୁକାବିଲା ପାଇଁ ବନ୍ଦ ହେଲା ଗଞ୍ଜାମର ପାରମ୍ପରିକ ଆସିକା ବାରୁଣୀ ସ୍ନାନ ଯାତ୍ରା

ଗଞ୍ଜାମ: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଗଞ୍ଜାମର ପାରମ୍ପରିକ ଆସିକା ବାରୁଣୀ ସ୍ନାନ ଯାତ୍ରା । ପ୍ରଶାସନ ତରଫରୁ ଏହି କଟକଣା ଜାରି ହୋଇଛି। ଆସିକା ନିକଟ ବଡ଼ନଦୀ ଓ ଋଷିକୂଲ୍ୟା ନଦୀର ସଂଗମ ସ୍ଥଳ କୁହାଯାଉଥିବା ବାରୁଣୀ ତୋଟାଠାରେ ନାଲି ପତକା ପୋତି ବାରୁଣୀ ଯାତ୍ରାକୁ ନିଷିଦ୍ଧ କରାଯାଇଛି । ଆଜି ଭୋରରୁ ଆରମ୍ଭ ହୋଇଥାନ୍ତା ବାରୁଣୀ ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.