Below header

ଜଙ୍ଗଲରେ ଖାଦ୍ୟ ଅଭାବ, ଘରେ ପଶିଲେ ୩ ଭାଲୁ

ଘରେ ପଶିଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୭ ନମ୍ବର ଗାଁରେ ପୁଣି ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ। ରାତି ଅଧରେ ଲୋକଙ୍କ ଘରେ ପଶିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ମାଲକାନଗିର (କେନ୍ୟୁଜ): ଘରେ ପଶିଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୭ ନମ୍ବର ଗାଁରେ ପୁଣି ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ। ରାତି ଅଧରେ ଲୋକଙ୍କ ଘରେ ପଶିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସିସିଟିଭିରେ କଏଦ ହୋଇଛି ଘର ଭିତରେ ଭାଲୁ ବୁଲୁଥିବାର ଦୃଶ୍ୟ। ଗାଁର ଅରୁଣ ଦେୱନ ନାମକ ଜଣେ ବ୍ୟକ୍ତିଙ୍କ ପାଚେରୀ ଡେଇଁ ୩ଟି ଭାଲୁ ଘର ଭିତରେ ପଶିଥିଲେ। ଜଙ୍ଗଲ ନଷ୍ଟ ହେଉଥିବାରୁ ଖାଦ୍ୟ ଅନ୍ବେଷଣରେ ଏବେ ଜଙ୍ଗଲୀ ଜନ୍ତୁ ଗାଁ ଗହଳି ଓ ସହର ମୁହାଁ ହେବାରେ ଲାଗିଛନ୍ତି। ବନବିଭାଗ ଗାଁରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.