Below header
Browsing Tag

bear fera

ଗାଁରେ ବୁଲୁଛନ୍ତି ୪ଟି ଭାଲୁ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ଜୟପୁର (କେନ୍ୟୁଜ)  : ଜଙ୍ଗଲ ଛାଡ଼ି ଗାଁ ଭିତରେ ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି ୪ ଭାଲୁ। ନାକେଦମ୍ ହେଲେଣି ଗ୍ରାମବାସୀ । ତିନିରୁ ଚାରିଦିନ ହେଲାଣି…

ଜଙ୍ଗଲରେ ଖାଦ୍ୟ ଅଭାବ, ଘରେ ପଶିଲେ ୩ ଭାଲୁ

ମାଲକାନଗିର (କେନ୍ୟୁଜ): ଘରେ ପଶିଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୭ ନମ୍ବର ଗାଁରେ ପୁଣି ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ। ରାତି ଅଧରେ ଲୋକଙ୍କ ଘରେ ପଶିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସିସିଟିଭିରେ କଏଦ ହୋଇଛି ଘର ଭିତରେ ଭାଲୁ ବୁଲୁଥିବାର ଦୃଶ୍ୟ। ଗାଁର…