Below header

ହଜାରେଙ୍କୁ ମାତ୍ ଦେଇଥିବା ସୁନ୍ଦରୀ ଓଡ଼ିଆ ଝିଅ ଋତୁ

ଭୁବନେଶ୍ବର: ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁ ସନ୍ତୁକାଙ୍କୁ ସଫଳତା। ଦିଲ୍ଲୀରେ ଅନୁଷ୍ଠିତ ଡେଲିଉଡ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ୨୦୧୮ରେ ବିଜୟୀ ହୋଇଛନ୍ତି ଋତୁ। ସାରା ଭାରତରୁ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କୁ ମାତ୍ ଦେଇ ସେ ଏହି ସଫଳତା ହାସଲ କରିଛନ୍ତି। ଋତୁ ଆଗକୁ ବଲିଉଡରେ ପାଦ ଥାପିବା ସହ ଓଡିଆ ଟ୍ୟାଲେଣ୍ଟକୁ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତାରେ ପରିବାର ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.