Below header

କିସ୍‌କୁ ମିଳିଲା ୨୦୧୯ର ବେଷ୍ଟ ଏନଜିଓ ଅଫ ଦି ଇୟର ଆୱାର୍ଡ

ଭୁବନେଶ୍ବର(କେନ୍ୟୁଜ୍) : କିସ୍‌କୁ ମିଳିଲା ୨୦୧୯ର ବେଷ୍ଟ ଏନଜିଓ ଅଫ ଦି ଇୟର ଆୱାର୍ଡ । ବେଙ୍ଗାଳୁରୁର JW ମାରିଅଟରେ ୟୁବିଏସ ଫୋରମ ପକ୍ଷରୁ ସିଏସ୍‌ଆର ସମ୍ମିଳନୀରେ ଏହି ପୁରସ୍କାର ମିଳିଛି । କିସ ପକ୍ଷରୁ ନିର୍ଦ୍ଦେଶକ ଡ. ମିହିର ରଞ୍ଜନ ନାୟକ ଓ ସସ୍ମିତା ରାଉତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିମାନେ କିସ ଓ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ ଜାତୀୟ ସ୍ତରର ୫୦ରୁ ଅଧିକ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.