Below header

ରାଜଧାନୀରୁ ଆଜି ୧୦୮୪ ନୂଆ ପଜିଟିଭ, ସୁସ୍ଥ ହେଲେ ୯୦୬ ଜଣ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରୁ ଆଜି ୧୦୮୪ ପଜିଟିଭ, ୯୦୬ ସୁସ୍ଥ ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ୧୦୮୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜଧାନୀରେ ମୋଟ ସଂଖ୍ୟା ୫୩ ହଜାର ୬୨୪କୁ ବୃଦ୍ଧିପାଇଛି । ଠିକ ସେହିପରି ଗୋଟିଏ ଦିନ ଭିତରେ ୯୦୬ ଜଣ ସୁସ୍ଥ ହୋଇଥିବା ବେଳେ ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୬୧କୁ ଛୁଇଁଛି ।

ରେକର୍ଡ ଦେଖିଲେ ଏଯାବତ ୨୮୦ ଜଣଙ୍କ ଜୀବନ ଯାଇସାରିଥିବା ବେଳେ ୧୦ ହଜାର ୨୫୨ଟି ଆକ୍ଟିଭ କେଶ ରହିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୨୧୩ ଜଣ କ୍ଵାରେଣ୍ଟୀନ ଥିବା ବେଳେ ୨୧୩ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.