ବିଂଝାରପୁର: ଭାଣଜି ସହ ପ୍ରେମ ସମ୍ପର୍କ ଘଟଣାର ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ

ଯାଜପୁର ଟାଉନ(କେନ୍ୟୁଜ୍): ବିଂଝାରପୁର ମାମୁଁ ଭାଣିଜି ପ୍ରେମ ସମ୍ପର୍କ ଘଟଣାର ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ। ଜିତେନ୍ଦ୍ର ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ତାରିଣୀ ସନ୍ଧିବିଗ୍ରହଙ୍କ ସୂଚନା।

suspend latter