Below header

ବାଇକକୁ ଧକ୍କା ଦେଲା କାର୍, ୨ ମୃତ

କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜୀବନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆର୍ଟିଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

କଳାହାଣ୍ଡି (କେନ୍ୟୁଜ): କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜୀବନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଆର୍ଟିଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆକାଳରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଜୁନାଗଡ଼ ଥାନା ନକଟିଗୁଡାରୁ ଭୋଜିଖାଇ ଦୁଇ ବାଇକ ଆରୋହୀ ଫେରୁଥିଲେ । ଏତିକିବେଳେ ଧର୍ମଗଡରୁ ଭବାନୀପାଟଣା ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.