Below header

କଟକ- ଭୁବନେଶ୍ୱର ଜାତୀୟ ରାଜପଥ ପ୍ରତାପନଗରୀ ନିକଟରେ ବିଶ୍ୱାଳ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଭୁବନେଶ୍ୱର (କେନ୍ୟୁଜ୍‌) : ବସ୍‌କୁ ପିଟିଲା ବସ୍‌। ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ। କଟକ ତେଲେଙ୍ଗାପେଣ୍ଠ ପ୍ରତାପନଗରୀଠାରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ SCBକୁ ସ୍ଥାନାନ୍ତର କରାଯାଇଛି। ବସ୍‌ ଭିିତରେ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ବିଶ୍ୱାଳ ନାମକ ଏକ ବସ୍‌ କଟକରୁ ଭୁବନେଶ୍ୱର ଯାଉଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଅନ୍ୟ ଏକ ବସ୍‌କୁ ଧକ୍କା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.