Below header

ନୂଆ ମିଡିଆ ଟିମ୍‌ ଘୋଷଣା କଲା ବିଜୁ ଜନତା ଦଳ: ୫ ଜଣ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଓ ୯ ଜଣ ପ୍ୟାନେଲିଷ୍ଟଙ୍କୁ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ): ବିଜୁ ଜନତା ଦଳର ନୂଆ ମିଡିଆ ଟିମ୍‌ ଘୋଷଣା । ୫ ଜଣ ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଓ ୯ ଜଣ ପ୍ୟାନେଲିଷ୍ଟଙ୍କୁ ନିଯୁକ୍ତି । ଜାତୀୟ ମୁଖ୍ୟପାତ୍ରରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ।

ମୁଖପାତ୍ର ଦାୟିତ୍ୱରେ ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଦୀପ ମାଝୀ, ଚନ୍ଦ୍ରାଣୀ ମୁର୍ମୁ, ସୁଲତା ଦେଓ, ଅନୁଭବ ପଟ୍ଟନାୟକ, ହରିଶ ଚୌଧୁରୀ, ଶ୍ରୀମୟୀ ମିଶ୍ର । ଲେନିନ୍‌ ମହାନ୍ତିଙ୍କୁ ବିଜେଡିର ମିଡିଆ ମୁଖପାତ୍ର ଓ ସଂଯୋଜକ ଦାୟିତ୍ୱ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.