କେନ୍ଦ୍ରାପଡ଼ା ଗସ୍ତରେ ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କେନ୍ଦ୍ରାପଡ଼ାରେ ବିଜେଡି । ଆଇନଜୀବୀ ସାମ୍ମୁଖ୍ୟର ଏକ ବୈଠକ ମ୍ୟୁନିସପାଲଟି ସ୍ଥିତ ଟାଉନହଲରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଇନଜୀବୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ବୀମା ଯୋଜନା କରାଇବା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ କରିବାରୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ରାଜ୍ୟ ସରକାର ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ାରେ ଏକ ଲୟର୍ସ କୋଡେମୀ ଓ ଲ ୟୁନିଭର୍ସିଟି ସ୍ଥାପନ କରିବେ। ବୈଠକରେ ପାଟକୁରା ବିଧାୟକ, ଜିଲ୍ଲା ବିଜେଡି ସଭାପତି, କେନ୍ଦ୍ରାପଡ଼ା ବ୍ଲକ ଚେୟାରମ୍ୟାନ୍ ଓ ଜିଲ୍ଲା ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.