Below header

ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲ୍ ଗୁଡିକରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବିଏମସି ପକ୍ଷରୁ ତିନୋଟି ଜୋନରେ ଥିବା ସମସ୍ତ ଘରୋଇ ହସ୍ପିଟାଲ୍ ଗୁଡିକରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି | ତିନୋଟି ଜୋନ ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ଜୋନାଲ୍ ଡେପ୍ଯୁଟି କମିସନରଙ୍କ ଅଧ୍ଯକ୍ଷତାରେ ଏହି ଟିମ୍ ପୋଲିସ୍ ଫୋର୍ସ ସହିତ ସମ୍ପୃକ୍ତ ମେଡିକାଲ୍ ଗୁଡିକରେ ଯାଞ୍ଚ କରୁଛନ୍ତି। ଡାକ୍ତରଖାନାଗୁଡ଼ିକରେ covid-19 ନିର୍ଦ୍ଦେଶାବଳୀକୁ ସଠିକ୍ ଭାବରେ ଅନୁସରଣ କରୁଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛି ଏହି ଦଳ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.