Below header

ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ନିକଟସ୍ଥ ୨ଟି ସ୍ଥାନରେ ବୋମା ମାଡ, ସିସିଟିଭିରେ କଏକ ହେଲା ଦୃଶ୍ୟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ନିକଟସ୍ଥ ୨ଟି ସ୍ଥାନରେ ବୋମା ମାଡ । ମା ଦୁର୍ଗା ଏଜେନ୍ସି ଓ ପାକନପୁର ସ୍ଥିତ କୁକୁଡା ଚିଆଁ ହାଚେରୀ ଉପରେ ବୋମା ମାଡ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ଖବର ମୁତାବକ, ୨ଟି ବାଇକରେ ୪ଜଣ ଯୁବକ ଆସି ଏହି ବୋମା ମାଡ କରିଥିଲେ । ଯାହା ପାଖରେ ଲାଗିଥିବା ଏକ ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.