Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଉପରକୁ ବୋମାମାଡ, ଘଟଣାସ୍ଥଳରେ ପୋଲିସର ତନାଘନା ଜାରି

ଖୋର୍ଦ୍ଧା(କେନ୍ଯୁଜ୍): ଦିନକୁ ଦିନ ବଢିବାରେ ଲାଗିଛି ହିଂସାକାଣ୍ଡ। ଏଭଳି ଘଟଣା ବାରମ୍ବାର ଖୋର୍ଦ୍ଧା ଅଞ୍ଚଳରେ ଘଟୁଥିବାର ଦେଖିବାକୁ ମିଳୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ବୋମାମାଡ। ସୂଚନା ମୁତାବକ ଗତ ୧୧ ତାରିଖରେ ପୂର୍ବରୁ ବୋମାମାଡ ହୋଇଥିଲା। ଏନେଇ ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.