Below header

କଟକ : ବଡମ୍ବାରେ ବଧୂ ହତ୍ୟା ଅଭିଯୋଗ

କଟକ ଜିଲ୍ଲା ବଡମ୍ବା ବ୍ଲକ ଗଗନା ଗାଁରେ ବଧୂହତ୍ୟା ଅଭିଯୋଗ । ମୃତ ମହିଳା ହେଲେ ସତ୍ୟଭାମା ବେହେରା । ସେ ଗଗନା ଗାଁର ସଞ୍ଜୟ ବେହେରାଙ୍କୁ ବିବାହ କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେବାକୁ ପରିବାର ଲୋକେ ପୋଲିସକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.