Below header

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ବେପାରୀ ଗିରଫ

ଖୋର୍ଦ୍ଧା (କେନ୍ୟୁଜ ବ୍ୟୁରୋ): ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଦୁଇଜଣ ବେପାରୀ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨୬୨ଗ୍ରାମର ଧଳା ଜହର ଜବତ ହୋଇଛି । ଗିରଫ ଦୁଇ ବେପାରୀ ହେଲେ ଖୋର୍ଦ୍ଧା ଟାଙ୍ଗି ଅଞ୍ଚଳର ଏସ.କେ ତାଲିମ୍‌ ଓ ଏସ.କେ ଆସିଫ୍‌ । ସେମାନଙ୍କ ପାଖରୁ ଏକ ବାଇକ୍‌ ଜବତ କରିଛି ତଦନ୍ତକାରୀ ଟିମ୍‌ । ଏହି ଦୁଇଜଣ ବ୍ରାଉସୁଗର କେଉଁଠୁ ଆଣୁଥିଲେ ଓ କେବେଠାରୁ ଏଭଳି ବେପାର କରୁଥିଲେ ସେନେଇ ତଦନ୍ତ କରୁଛି ଏସଟିଏଫ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.