Below header

୧୬ ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ବର : ୫ଟି ଜିଲ୍ଲାର ଗ୍ରାମାଞ୍ଚଳରେ ପାଇଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମିଳିଛି ମଞ୍ଜୁରୀ । ୩ ହଜାର କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ଏହାସହ ରାଜ୍ୟ ହସ୍ତତନ୍ତ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ୍‌। ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତି ଓ ଚାକିରୀ ସର୍ତ୍ତାବଳୀରେ ସଂଶୋଧନ ମଧ୍ୟ ହୋଇଛି। ସେହିପରି ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ସଂଶୋଧନ ହୋଇଛି। ଅଙ୍ଗନୱାଡି କର୍ମୀଙ୍କ ଚାକିରୀ ଓ ପଦୋନ୍ନତି ପ୍ରକ୍ରିୟାରେ ମଧ୍ୟ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି । ମୋଟ୍‌ ୧୬ଟି ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ।

ଏହା ସହ ପଢନ୍ତୁ କାଳିଆ ଯୋଜନା ପାଇଁ ବଢିଲା ବଜେଟ୍ ,ଜାଣନ୍ତୁ କେତେ ଥିଲା କେତେ ହେଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.