Below header

କ୍ୟାମେରାମ୍ୟାନ ହତ୍ୟା ମାମଲା: ପ୍ରଥମ ଥର ମୁହଁ ଖୋଲିଲେ ଘଟଣାଦିନ ମାନସଙ୍କ ସହ ସୁଟିଂରେ ଯାଇଥିବା ସହଯୋଗୀ ଦୀପକ

ଚାନ୍ଦବାଲି(କେନ୍ୟୁଜ୍): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଖୋଜୁଛି ପୋଲିସ । ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଫେରାର । ଏଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଘଟଣାଦିନ ମାନସ ସ୍ୱାଇଁଙ୍କ ସହ ସୁଟିଂରେ ଯାଇଥିବା ସହଯୋଗୀ ଦୀପକ ସାହୁ ।

ଚାନ୍ଦବାଲିରେ ବସଷ୍ଟାଣ୍ଡକୁ ଆସିବା ବାଟରେ ଶର୍ମିଷ୍ଠା ପହଞ୍ଚି ମାନସଙ୍କୁ ଚିପ୍‌ ମାଗିବା ସହ ମାଡ଼ ମାରିଥିଲେ । ଏହାପରେ କାର୍‌ରେ ତାଙ୍କୁ ଭୁବନେଶ୍ୱର ନେଇଆସିଥିଲେ । ତା ପରଠୁ ମାନସଙ୍କ ବାବଦରେ ସେ କିଛି ଜାଣିନଥିବା ଦୀପକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.