Below header

ରାଜଧାନୀରେ କରୋନା ରେକର୍ଡ, ଗୋଟିଏ ଦିନରେ ୧୦୦ ପାର କଲା ଆକ୍ରାନ୍ତ ସଂଖ୍ୟା; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଜି ୧୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ସୂଚନା ମୁତାବକ ଆଜି ଚିହ୍ନଟଙ୍କ ମଧ୍ୟରୁ ୭୨ ଜଣ କ୍ଵରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୫୨ ଟି ଲୋକାଲ କେସ ଥିବା ଜଣାଯାଇଛି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ରେ ପହଁଚିଥିବା ଜଣାଯାଇଛି ।

ଜାରି ହୋଇଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ୫୭୪ ଟି ଆକ୍ଟିଭ କେସ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.