Below header

ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ, ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ ସହ ସ୍ୱତନ୍ତ୍ର ଓ୍ଵାର୍ଡର ବ୍ୟବସ୍ଥା

ଭୁବନେଶ୍ବର: ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ କରାଯାଇଛି । ଏହା ସହ ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର ଓ ଇଏନ୍‌ଟି ବିଭାଗର ଡାକ୍ତରମାନେ ମଧ୍ୟ ସଜାଗ ରହିଛନ୍ତି । ବର୍ତ୍ତମାନ ଜରୁରୀକାଳୀନ ବିଭାଗରେ ୧୯ଟି ବେଡ୍‌ ରହିଛି । ଏହା ସହ ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ଓ୍ଵାର୍ଡର ବ୍ୟବସ୍ଥା କରାଯାଇଛି । ଗୋଟିଏ ଆମ୍ବୁଲାନ୍ସକୁ ମଧ୍ୟ ରିଜର୍ଭ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.