Below header

ଅନୁଗୁଳ : ମହଙ୍ଗା ପଡିଲା ଚୋରି ଉଦ୍ୟମ,କାର୍ ଚୋରକୁ ବାନ୍ଧିଲେ ସ୍ଥାନୀୟ ଲୋକ

ଅନୁଗୁଳ : ମହଙ୍ଗା ପଡିଲା ଚୋରି ଉଦ୍ୟମ । କାର୍ ଚୋରି କରିବାକୁ ଯାଉଥିବା ବେଳେ ଚୋରକୁ ଧରି ବାନ୍ଧିଲେ ସ୍ଥାନୀୟ ଲୋକ । ପରେ କାର୍ ଭିତରେ ରଖିଥିଲେ । ଅନୁଗୁଳ ବସଷ୍ଟାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ସମୟ ପର୍ୟ୍ୟନ୍ତ ଚୋରକୁ କାରରେ ଅଟକ ରଖଯାଇଥିଲା । ଚୋରକୁ ଦେଖିବାକୁ ବସଷ୍ଟାଣ୍ଡ ନିକଟରେ ଲୋକ ଭିଡ଼ ଜମାଇଥିଲେ । ପରେ ପୋଲସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.