Below header

ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ସିବିଆଇ ଚଢଉ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଦେଶବ୍ୟାପୀ ସିବିଆଇର ଚଢଉ। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଏକକାଳୀନ ଚଢଉ କରିିଛି କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ। ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡ଼ନ ଅଭିଯୋଗରେ ହୋଇଛି ଚଢଉ।

ନଭେମ୍ବର ୧୪ ତାରିଖରେ ୨୩ଟି ପୃଥକ ପୃଥକ ମାମଲାରେ ୮୩ଜଣ ଅଭିିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ରରେ ମଧ୍ୟ ଚାଲିଥି ଚଢଉ। ୨୦୧୯ ତୁଳନାରେ ୨୦୨୦ରେ ଶିଶୁଙ୍କ ବିରୋଧରେ ସାଇବର ଅପରାଧରେ ୪ଶହ ଗୁଣ ମାମଲା ବୃଦ୍ଧି ପାଇଛି। ଏନେଇ ଏନସିଆରବିରେ ରିପୋର୍ଟ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.