Below header

ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ, ୩୧ରୁ ଆହୁରି ବଢିବ ଶୀତ

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ନୂଆବର୍ଷରେ ପାଗ କୋହଲା ଓ ମେଘୁଆ ରହିପାରେ । କେତେକ ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗତକାଲି ରାଜ୍ୟର ଅନେକ ସ୍ଥାନରେ ମେଘୁଆ ଓ କୋହଲା ପାଗ ଲାଗି ରହିଥିଲା । ଆଜି ସକାଳେ ମଧ୍ୟ ପାଗ ଆଂଶିକ ମେଘୁଆ ଓ କୋହଲା ରହିଛି । ଫଳରେ ଶୀତର ପ୍ରଭାବ ଅଧିକ ବଢି ଯାଇଛି । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । ୩୧ ତାରିଖରୁ ଶୀତ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.