Below header

ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବର୍ତ୍ତା

ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ନବୀନ । ବିଜୁ ବାବୁଙ୍କ ଜୟନ୍ତୀରେ ଏନେଇ ଶପଥ ନେବେ ସମସ୍ତେ ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ନବୀନ । ବିଜୁ ବାବୁଙ୍କ ଜୟନ୍ତୀରେ ଏନେଇ ଶପଥ ନେବେ ସମସ୍ତେ ।

ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଢ଼ିବା ପାଇଁ ଶପଥ ନେବେ । ଅର୍ଥାତ ନୂଆ ଓଡ଼ିଶା ଅର୍ଥାତ ନବୀନ ଓଡ଼ିଶା ନାଁରେ ୨୦୨୪ ରଣାଙ୍ଗନାକୁ ଓହ୍ଲାଇବ ବିଜେଡି । ଏଥିସହ ଦଳୀୟ ନେତା ଓ କର୍ମୀଙ୍କ ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ କରିବା ପାଇଁ ଆହ୍ଵାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.