ନୂଆ ବର୍ଷରେ ନବୀନଙ୍କ ନୂଆ ଏଜେଣ୍ଡା: ସରକାରଙ୍କ ଜନକଲ୍ୟାଣ ଯୋଜନାରୁ କେହିବି ଯେମିତି ବଞ୍ଚିତ ନହେବେ ତାହାକୁ ଗୁରୁତ୍ବ ଦିଅ

କେନ୍ୟୁଜ୍(ବ୍ୟୁରୋ):  ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଏଜେଣ୍ଡା । ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ଯେମିତି କୌଣସି ଲୋକ ବଞ୍ଚିତ ନହେବେ, ସେ ଦିଗରେ ଜନପ୍ରତିନିଧି ଅଧିକ ଗୁରୁତ୍ୱ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କ ସହ ରହି ଲୋକଙ୍କ ସୁଖଦୁଃଖରେ ସାଥୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏପଟେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ସହ ଭର୍ଚୁଆଲରେ ବୈଠକ କରିଛନ୍ତି ନବୀନ । ନବବର୍ଷର ଅଭିନନ୍ଦନ ଜଣାଇବା ସହ କୋଭିଡ୍‌ ମୁକାବିଲା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

 

Leave A Reply

Your email address will not be published.