Below header

ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଦାବି, ଜାଣନ୍ତୁ କଣ କଣ ଦାବି ଉପରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ୍‌) : ପ୍ରଧାନମନ୍ତ୍ରୀଙ୍କ ନିକଟରେ ୫ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଯାଉ ବୋଲି କହିଛନ୍ତି ନବୀନ । ୩୦ ତାରିଖ ପର୍ଯ୍ୟନ୍ତ ବିମାନ ଓ ରେଳ ଚଳାଚଳ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ।ଚାଷ ଓ ମନରେଗା କାର୍ଯ୍ୟ ଆରମ୍ଭ କରାଯାଉ । ହେଳେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତା କରିଆସୁଛନ୍ତି । ଓଡ଼ିଶାରେ ଥିବା ବାହାର ରାଜ୍ୟର ଶ୍ରମିକଙ୍କ ଦାୟିତ୍ୱ ଓଡ଼ିଶା ସରକାର ନେଉଛନ୍ତି । ଓଡ଼ିଶା ଶ୍ରମିକ ଯେଉଁମାନେ ବାହାରେ ଅଛନ୍ତି ସୋମନଙ୍କ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାର ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.