Below header

ଜୀବନ ଗଲା ପରେ ଚେତା ପଶିଲା, କଟକରେ ଯେତେ ସବୁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ସେଠି ଲାଗିବ ସୂଚନା ଫଳକ

ଆଗାମୀ ସାତ ଦିନ ଭିତରେ ପ୍ରକଳ୍ପ ଚାଲିଥିବା ଅଞ୍ଚଳଗୁଡିକରେ ବ୍ୟାରିକେଡିଂ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ। ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଘଟଣାର ତଦନ୍ତ କରିବେ ସିଏମସି କମିଶନର। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଟକ(କେନ୍ୟୁଜ୍): ଜୀବନ ଗଲା ପରେ ପଶିଲା ଚେତା। ଆଗାମୀ ତିନି ଦିନ ଭିତରେ କଟକ ସହରରେ ଯେତେ ସବୁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ସେହି ସ୍ଥାନ ଗୁଡିକରେ ସୂଚନା ଫଳକ ଲଗାଇବାକୁ ନିର୍ଦେଶ। ଆଗାମୀ ସାତ ଦିନ ଭିତରେ ପ୍ରକଳ୍ପ ଚାଲିଥିବା ଅଞ୍ଚଳଗୁଡିକରେ ବ୍ୟାରିକେଡିଂ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ। ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ଘଟଣାର ତଦନ୍ତ କରିବେ ସିଏମସି କମିଶନର। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବକ୍ସ ଡ୍ରେନରେ ପଡି ନାବାଳିକାଙ୍କ ମୃତ୍ୟୁ ଘଟଣା ପରେ ଏହିପରି ନିର୍ଦେଶ ଦେଇଛନ୍ତି ସିଏମସି ମେୟର ସୁବାଷ ସିଂହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.