ସ୍ଥଗିତ ରହିଲା ହାବିଲଦାର-କନେଷ୍ଟବଳ-ସିପାହୀ ମହାସଂଘ ଆନ୍ଦୋଳନ

ଭୁବନେଶ୍ବର (କେନ୍ଯୁଜ୍) :ରାଜ୍ୟ ହାବିଲଦାର-କନେଷ୍ଟବଳ-ସିପାହୀ ମହାସଂଘର ଆନ୍ଦୋଳନ ସ୍ଥଗିତ। ଆସନ୍ତାକାଲିଠାରୁ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଏନେଇ ମହାସଂଘର ସଭାପତି ସନ୍ତୋଷ ଶତପଥୀ ସୂଚନା ଦେଇଛନ୍ତି । ମହାସଂଘର ୩ ଦାବି ମଧ୍ୟରୁ ୨ଟି ଦାବିକୁ  DGP ପୂରଣ କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି । ଆଇନଜୀବୀ ଆକ୍ରମଣ ଘଟଣାରେ ୩ କନେଷ୍ଟବଳ, ଜଣେ ହୋମଗାର୍ଡଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ସଂଘ ଡିଜିପି ଆର୍‌.ପି.ଶର୍ମା ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛି । ପୂର୍ବରୁ ଦାବି ପୂରଣ ପାଇଁ ମହାସଂଘ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟା ମହଲତ ଦେଇଥିଲା ।

 

 

 

Leave A Reply

Your email address will not be published.