Below header

ଆପଣ ଜାଣିଛନ୍ତି କି, ଆଲମଣ୍ଡ ଅଏଲର ଏହି ବ୍ଯବହାର

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି । ଅ।ଉ ସେଥିପାଇଁ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଥାନ୍ତି । କିନ୍ତୁ କଥା ହେଉଛି, ଆପଣ କରୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପରେ ସେଗୁଡ଼ିକୁ ଚେହେରାରୁ ହଟେଇବା ପାଇଁ ପୁଣି ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ କ୍ଲିନ୍ଜର୍ ବ୍ୟବହାର କରିଥାନ୍ତି, ଯାହା ତ୍ୱଚାକୁ କରିଥାଏ  ଖରାପ । ଅ।ଜି ଅ।ମେ ଅ।ଲମଣ୍ଡ୍ ଅଏଲ୍ ବ୍ୟବହାର କରି କିପରି ମେକ୍ଅପ୍ ଛଡ଼ାଇବା ସେ ବିଷୟରେ ଜାଣିବା..

ଯେଉଁ ମହିଳାମାନେ ସାଧାରଣତଃ ମେକଅପ ବ୍ୟବହାର କରିଥାଅ।ନ୍ତି, ସେମାନଙ୍କ ପାଇଁ ତାହାକୁ ଛଡାଇବା ବେଶ୍ କାଠିକର ପାଠ ହୋଇଥାଏ । ତେଣୁ ବଜାରରେ ମିଳୁଥିବା କଟନ୍ ବଲ୍କୁ ଅ।ଲମଣ୍ଡ୍ ଅଏଲରେ ବୁଡ଼ାଇ ହାଲୁକା ଭାବରେ ପୋଛି ଦିଅନ୍ତୁ । ତାପରେ ଦେଖନ୍ତୁ ଚମତ୍କାର।

Almond-Oil

ଅ।ଖି ମେକ୍ଅପ୍ ଛଡ଼ାଇବା ପାଇଁ

ଧୂଳି ଏବଂ ମଇଳାରୁ ରକ୍ଷା ପାଇବା ପାଇଁ ଅ।ଜିକାଲି ଅ।ଖିରେ ସମସ୍ତେ ୱାଟରପ୍ରୁଫ୍ ମେକଅପ ବ୍ୟବହାର କରୁଛନ୍ତି । ଏହା ଅ।ଖିରେ ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ବେଳେ ଏହାକୁ ଛଡ଼ାଇବା ବେଳେ ଏହା ସହଜରେ ଛାଡ଼ିନଥାଏ । ଫେସୱାସରେ ଧୋଇବା ମଧ୍ୟ ସମ୍ଭବପର ହୋଇନଥାଏ । ଏପରି ଅବସ୍ଥାରେ ଅ।ପଣ ଏକ ଇୟରବଡ଼ରେ୍ କିଛି ବୁନ୍ଦା ଅ।ଲମଣ୍ଡ୍ ଅଏଲ୍ ପକାଇ ଧୀରେ ଧୀରେ ସେସବୁ ଛଡ଼ାନ୍ତୁ । ଅ।ରାମରେ ଛାଡ଼ିଯିବା ସହ ଅ।ଖି ଉପରେ କୌଣସି ପ୍ରଭାବ ପଡ଼ିନଥାଏ ।

almond-oil-remove

ସଂପୂର୍ଣ୍ଣ ମେକ୍ଅପ୍ ଛଡ଼ାଇବା ପାଇଁ

ବ୍ଲସ୍ ଏବଂ ଅ।ଖିର ମେକ୍ଅପ୍ ଛଡ଼ାଇ ସାରିବା ପରେ ହାତରେ ଅ।ବଶ୍ୟକ ପରିମାଣର ଅ।ଲମଣ୍ଡ୍ ଅଏଲ ନେଇ ମୁହଁରେ ଲଗାନ୍ତୁ । ବର୍ତ୍ତମାନ ଧୀରେ ଧୀରେ ମାଲିସ୍ କରି ୫-୧୦ ମିନିଟ୍ ଛାଡ଼ିଦିଅନ୍ତୁ । ଏବେ କଟନ୍ ବଲ୍କୁ ଗୋଲାପଜଳରେ ବୁଡ଼ାଇ ମୁହଁକୁ ଧୀରେ ପୋଛି ଅ।ଣନ୍ତୁ । ଯଦି ଅ।ପଣଙ୍କର କିଛି ଅ।ଲର୍ଜି ଥାଏ, ତେବେ ସାଧା ପାଣିରେ ଧୋଇ ମଧ୍ୟ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.