Below header

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ

ଦୁର୍ଘଟଣାର କେଇ ସେକେଣ୍ଡ ପୂର୍ବରୁ ଜଣେ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିଥିଲେ । ଟ୍ରେନରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଭିଡ଼ିଓ କରୁଥିଲେ । କେମିତି ଦୁର୍ଘଟଣାର ଶିକାର ହେଲା, କେମିତି ଥିଲା ସେଦିନ ସଂଧ୍ୟା ? ସେହି ସମୟର ଏକ ଭିଡିଓ ଭାଇରାଲ ହେଉଛି ।

କେନ୍ୟୁଜ୍(ବ୍ୟୁରୋ): କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ । ଦୁର୍ଘଟଣାର କେଇ ସେକେଣ୍ଡ ପୂର୍ବରୁ ଜଣେ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିଥିଲେ । ଟ୍ରେନରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଭିଡ଼ିଓ କରୁଥିଲେ । କେମିତି ଦୁର୍ଘଟଣାର ଶିକାର ହେଲା, କେମିତି ଥିଲା ସେଦିନ ସଂଧ୍ୟା ? ସେହି ସମୟର ଏକ ଭିଡିଓ ଭାଇରାଲ ହେଉଛି ।

ଭିଡ଼ିଓ ସୁଟ୍‌ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଭୟଙ୍କର ଶବ୍ଦ ହୋଇଥିଲା । ଏହାପରେ ସବୁ କିଛି ଅନ୍ଧାର ହୋଇଯାଇଥିଲା । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓର ସତ୍ୟାସତ୍ୟ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.