Below header
Browsing Tag

coromandol express

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ

କେନ୍ୟୁଜ୍(ବ୍ୟୁରୋ): କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ । ଦୁର୍ଘଟଣାର କେଇ ସେକେଣ୍ଡ ପୂର୍ବରୁ ଜଣେ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିଥିଲେ । ଟ୍ରେନରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଭିଡ଼ିଓ କରୁଥିଲେ । କେମିତି ଦୁର୍ଘଟଣାର ଶିକାର ହେଲା, କେମିତି ଥିଲା ସେଦିନ ସଂଧ୍ୟା ?…

ପୁଣି ଗଡ଼ିଲା କରମଣ୍ଡଳ: ଭୟ ଥିଲେ ବି ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀମାନେ ଖୁସି ଅଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ପୁଣି ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ । ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଭୟାବହ ଦୁର୍ଘଟଣା ପରେ ଆଜି ପ୍ରଥମ ଥର କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି । ସାଲିମାର ରେଳ ଷ୍ଟେସନରୁ ଆଜି ଅପରାହ୍‌ଣ ୩ଟା୨୦ ମିନିଟରେ କରମଣ୍ଡଳ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି…

ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ

ବାଲେଶ୍ବର(କେନ୍ୟୁଜ୍):  ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ  ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ।  ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ ତନାଘନା କରୁଛି ଜିଆରପି ପୋଲିସ।…

୨୮୮ ଜୀବନ ନେଇଛି କରମଣ୍ଡଳ, ଆହତ ହୋଇଛନ୍ତି ୧୧ଶହ ୭୫ ଜଣ

କେନ୍ୟୁଜ(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇଛି ୨୮୮ ଜୀବନ । ଆହତ ହୋଇଥିଲେ ୧୧ଶହ ୭୫ ଜଣ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଆହତ ଚିକିତ୍ସାଧୀନ…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ସଂଗ୍ରହ କଲା ଜାରକା ରୋଟାରୀ କ୍ଲବ

ଯାଜପୁର (କେନ୍ୟୁଜ): ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୯ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଗୁରୁତର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଯାଜପୁର ଜିଲ୍ଲା ଜାରକା…

କେମିତି ଘଟିଲା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା? ରେଳବାଇ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା

କେନ୍ୟୁଜ୍(ବ୍ୟୁରୋ): କେମିତି ଘଟିଲା ବାହାନଗାରେ ଭୟଙ୍କର ଦୁର୍ଘଟଣା। ରେଳବାଇ ସୂଚନା ଲୋକସଂପର୍କ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅମିତାଭ ଶର୍ମା କହିଛନ୍ତି ସଂଧ୍ୟା ପ୍ରାୟ ୭ଟା ବେଳେ ହାଓଡାରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ବାହାନଗା ଠାରେ ଲାଇନଚ୍ୟୁତ ହୋଇଥିଲା।…