Below header

ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତିଙ୍କ ନାଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟ’ପାଇଁ ତିନି ନୂଆ ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ତିନି ଜଣଙ୍କ ମଧ୍ୟରେ ଜଣେ ଆଇନଜୀବୀ ଓ ଦୁଇ ଜଣ ବିଚାର ବିଭାଗ ଅଧିକାରୀ। ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଥିବା ବେଳେ ଦୁଇ ବିଚାରବିଭାଗର ଅଧିକାରୀ ହେଲେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.