Browsing Tag

supreme court

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତି, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଖୁବଶୀଘ୍ର ନିଜର ପଦ ଗ୍ରହଣ କରିବେ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୭ ହୋଇଛି । ଏବେ ବି ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କ ସ୍ଥାନ ଖାଲି ରହିଛି । ସିଜେଆଇ…

ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ, ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ଦେଲେ…

ନୂଆଦିଲ୍ଲୀ :  ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ! । ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବା ସହ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ମରଣୀୟ ଏବଂ ଐତିହାସିକ ନିର୍ଦ୍ଦେଶ । ସର୍ବୋଚ୍ଚ…

ସୁପ୍ରିମକୋର୍ଟଙ୍କ ରାୟ, SIR ସଂପୂର୍ଣ୍ଣ ଭାବେ ବୈଧ, ଭୋଟର ତାଲିକା ସଂଶୋଧନ କରିବାର କ୍ଷମତା ନିର୍ବାଚନ କମିଶନଙ୍କ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ବା ଭୋଟର ତାଲିକାର ସ୍ୱତନ୍ତ୍ର ଓ…

ତ୍ବିଶା ମୃତ୍ୟୁ ମାମଲା, ପୀଡ଼ିତା ଓ ଅଭିଯୁକ୍ତଙ୍କ ପରିବାରକୁ ଗଣମାଧ୍ୟମ କିମ୍ବା ସର୍ବସାଧରଣରେ ମତ ରଖିବାକୁ ବାରଣ କଲେ…

ନୂଆଦିଲ୍ଲୀ : ତ୍ବିଶା ମୃତ୍ୟୁ ମାମଲାରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ପୀଡ଼ିତା ଓ ଅଭିଯୁକ୍ତଙ୍କ ପରିବାରକୁ ଗଣମାଧ୍ୟମ କିମ୍ବା ସର୍ବସାଧରଣରେ ମତ ରଖିବାକୁ କୋର୍ଟ ବାରଣ କରିଛନ୍ତି । ଗଣମାଧ୍ୟମରେ କାହାର ବୟାନକୁ ପ୍ରକାଶ ନକରିବାକୁ ଅନୁରୋଧ କରିଛନ୍ତି । ଅଭିଯୁକ୍ତଙ୍କ ପରିବାରର ଜଣେ ସଦସ୍ୟ…

ଟେଟ୍ରା ପ୍ୟାକ୍ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି, କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ…

ନୂଆଦିଲ୍ଲୀ : ଟେଟ୍ରା ପ୍ୟାକ୍ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ । କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଛୋଟ ପିଲାଙ୍କ ଫ୍ରୁଟ୍ ଜୁସ୍ ପ୍ୟାକେଟ୍ ଭଳି ଦେଖାଯାଉଥିବା ଟେଟ୍ରା ପ୍ୟାକ୍, ପାଉଚ୍ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଦ ବିକ୍ରିକୁ ନେଇ…

ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୨୫ର ରାୟକୁ ରଖିଲେ ବଳବତ୍ତର

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ, ବଢ଼ିଲା ବିଚାରପତିଙ୍କ ସଂଖ୍ୟା 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି । ମୋଟ ୩୮ ଜଣ ହେବେ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଦ୍ୱାରା ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ କରାଯାଇଛି। ଏଥିରେ ପ୍ରଧାନ ବିଚାରପତି ମଧ୍ୟ…

ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି, କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା…

ସାଂସଦ ପପ୍ପୁ ଯାଦବଙ୍କ Z+ ସୁରକ୍ଷା ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍, ପାଟନା ହାଇକୋର୍ଟରେ ଶୁଣାଣି କରିବାକୁ…

ବିହାର : ବହୁଚର୍ଚ୍ଚିତ ବିହାର ସାଂସଦ ପପ୍ପୁ ଯାଦବଙ୍କ ସୁରକ୍ଷା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ତାଙ୍କୁ Z+ ସିକ୍ୟୁରିଟି ଦେବାକୁ ବିଳମ୍ବ ହେବାରୁ ଯାଚିକା ଦାୟର କରାଯାଇଛି । ଯାହାର ଶୁଣାଣି କରି କୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏଭଳି…

ଟିଏମସିକୁ ସୁପ୍ରିମ୍ ଝଟକା, ମମତାଙ୍କ ଦାବିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍ ଯୁକ୍ତି ସମ୍ମତ ନୁହେଁ ବୋଲି…

କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ : କଂଗ୍ରେସ ନେତା ପଓ୍ୱନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ସୁପ୍ରିମକୋର୍ଟ ପଓ୍ୱନଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୋର୍ଟ…

ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା, ଅନ୍ତରୀଣ ଜାମିନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା ଲାଗିଛି । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଏଫଆଇଆରରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…