Below header

ସିଆରପିଏଫ କ୍ୟାମ୍ପରେ ଜୀବନ ହାରିଲେ ଏଏସଆଇ, ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ

ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଡ଼ୁପାଣୀ ଗାଁ ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଘଟିଛି ଏହି ଅଭାବନୀୟ ଘଟଣା। ନିଜ ବନ୍ଧୁକରୁ ଗୁଳିକରି ଜୀବନ ହାରିଛନ୍ତି ଏଏସଆଇ

ନୂଆପଡା(କେନ୍ୟୁଜ୍): ସିଆରପିଏଫ କ୍ୟାମ୍ପରେ ଆତ୍ମହତ୍ୟା, ୧୯ନଂ ବାଟାଲିଆନର ଏଏସଆଇ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ। ଏଏସଆଇଙ୍କ ଘର ତାମଲିନାଡୁରେ। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଡ଼ୁପାଣୀ ଗାଁ ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଘଟିଛି ଏହି ଅଭାବନୀୟ ଘଟଣା। ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ୍ ଏଏସଆଇ । ତାଙ୍କ ନାମ ଡି. ଗୁନ୍ନ ଶେଖରନ୍ ବୋଲି ଜଣାପଡ଼ିଛି।ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ  ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.