Below header

କଟକ: ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କଲେ ପୂଜା କମିଟି

ମଙ୍ଗଳାବାଗ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ। ରୀତି ନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା।

କଟକ(କେନ୍ୟୁଜ୍): କଟକ ସହରରେ ବାଜିଲା ପାର୍ବଣର ବିଗୁଲ। ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କଲେ ପୂଜା କମିଟି। ମଙ୍ଗଳାବାଗ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ। ରୀତି ନୀତି ପରମ୍ପରା ଅନୁଯାୟୀ ମହାନଦୀ କୂଳରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା।

ଆସନ୍ତାକାଲି ମଧ୍ୟ ନନ୍ଦ ଉତ୍ସବ ଅବସରରେ ଅନେକ ପୂଜା କମିଟି ପକ୍ଷରୁ କରାଯିବ ମାଟି ଅନୁକୂଳ। ମାଟି ଅନୁକୂଳ ପରେ ହିଁ ଆରମ୍ଭ ହୋଇଥାଏ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ।ମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.