Below header

ସମ୍ବଲପୁର : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ ହେଲା ଦଲାଲ ନାରାୟଣ

ସମ୍ବଲପୁର(କେନ୍ୟୁଜ୍): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଜଣେ ଦଲାଲଙ୍କୁ ଗିରଫ କରିଛି ସମ୍ବଲପୁର ଟାଉନ ପୋଲିସ । ଧନୁପାଲିର ଦଲାଲ ନାରାୟଣ ଓରାମ କାର୍ଯ୍ୟାଳୟ ପରିସରରେ ଦଲାଲଗିରି କରି ଆସୁଥିଲା । ଲୋକଙ୍କ କାମ କରାଇଦେବା ନାଁରେ ଠକୁଥିଲା। ଏହି ଦଲାଲ ନିକଟରୁ ଡ୍ରାଇଭିଂ ଲାଇସେନ୍‌ସ, ପରମିଟ, ଫିଟନେସ କାଗଜପତ୍ର ସହ ୩ ହାଜର ଟଙ୍କା ଜବତ କରିଛି ପୋଲିସ । ନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.