Browsing Tag

dalal arrest

ତେଲେଙ୍ଗାନାରେ ଦାଦନ ମୃତ୍ୟୁ ମାମଲା: ଦୁଇ ସର୍ଦ୍ଦାରଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ବେଲପଡା ଦାଦନ ମୃତ୍ୟୁ ମାମଲା ଓ ଟଙ୍କା ପାଇଁ ନାବାଳିକାକୁ ଅଟକ ଘଟଣାରେ ଦୁଇ ଦାଦନ ସର୍ଦ୍ଦାର ଗିରଫ। ବେଲପଡା ବାଗଦୋର ପଞ୍ଚାୟତ ବନମାଳ ଗାଁର ଶୁକଦେବ ପରାଭୂଏ ତେଲଙ୍ଗାନାରେ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ଇଟାଭାଟି ମାଲିକ ଏକ…

ସମ୍ବଲପୁର : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ ହେଲା ଦଲାଲ ନାରାୟଣ

ସମ୍ବଲପୁର(କେନ୍ୟୁଜ୍): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଜଣେ ଦଲାଲଙ୍କୁ ଗିରଫ କରିଛି ସମ୍ବଲପୁର ଟାଉନ ପୋଲିସ । ଧନୁପାଲିର ଦଲାଲ ନାରାୟଣ ଓରାମ କାର୍ଯ୍ୟାଳୟ ପରିସରରେ ଦଲାଲଗିରି କରି ଆସୁଥିଲା । ଲୋକଙ୍କ କାମ କରାଇଦେବା ନାଁରେ ଠକୁଥିଲା। ଏହି ଦଲାଲ ନିକଟରୁ ଡ୍ରାଇଭିଂ ଲାଇସେନ୍‌ସ,…