ମୋବାଇଲ ରିପ୍ୟାରିଂ ଦୋକାନୀଙ୍କୁ ଡିସିପିଙ୍କ କଡ଼ା ଚେତାବନୀ , ଚୋରି ଫୋନ ନେଇ ଆସୁଥିବା ଲୋକଙ୍କ ଡାଟା ରଖିବାକୁ ତାଗିଦ୍‌

ଭୁବନେଶ୍ବର(କେନ୍ଯୁଜ୍): ମୋବାଇଲ ଫୋନ ରିପ୍ୟାରିଂ ଦୋକାନୀଙ୍କୁ କଡା ଚେତାବନୀ । ଚୋରି ମୋବଇଲ ଫୋନ ରିପ୍ୟାରିଂ କିମ୍ବା ପାସଓ୍ଵାର୍ଡ ଫିଟାଇବାକୁ ଆସୁଥିବା ଲୋକଙ୍କ ଡାଟା ରଖିବାକୁ ତାଗିଦ୍‌ କରିଛନ୍ତି ଡିସିପି । ମୋବାଇଲ ଦୋକାନୀଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ ।

ଚୋରି ମୋବାଇଲ ଫୋନ ମରାମତି ବେଳେ ଧରାପଡିଲେ ବନ୍ଧା ହେବେ ଦେକାନୀ । ଆଜିଠୁ ରାଜଧାନୀର ସମସ୍ତ ମୋବାଇଲ ଫୋନ ମରାମତି ଦୋକାନ ଯାଞ୍ଚ କରିବ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.