ଖଣ୍ଡଗିରି : କଳିଙ୍ଗନଗର ଅଂଚଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧୀନସ୍ଥ କଳିଙ୍ଗନଗର ଅଂଚଳରୁ ଗତକାଲି ରାତିରେ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରୁ ମିଳିଥିବା ବାଇକର ନମ୍ବରରୁ ଠିକଣା ମିଳିବା ପରେ ଯୁବକଙ୍କ ଘର ସିଜୁଆ ଗ୍ରାମରେ ବୋଲି ଜଣାପଡିଥିଲା ଏବଂ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା । ଘରୋଇ କଳହରୁ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.