କରଞ୍ଜିଆ କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରୁ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଅଖା ଭିତରେ ମୃତଦେହ। କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରୁ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ହତ୍ୟା କରାଯାଇ ଫିଙ୍ଗିଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।

କରଞ୍ଜିଆ (କେନ୍ୟୁଜ୍‌): ଅଖା ଭିତରେ ମୃତଦେହ। କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରୁ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ ହତ୍ୟା କରାଯାଇ ଫିଙ୍ଗିଦିଆଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।

ମୃତକ ନିରୁପମା ମହାନ୍ତ। ଏନେଇ ଥାନାରେ ଅଭିଯୋଗ ପରେ ମହିଳାଙ୍କ ସ୍ଵାମୀ ଓ ଶ୍ୱଶୁର ଥାନାରେ ଅଟକ ରହିଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।

You might also like