Below header

ନିର୍ମାଣଧୀନ କୋଠା ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଯାଜପୁର  ମେଡ଼ିକାଲ କଲେଜ ପାଖ ନିର୍ମାଣଧୀନ କୋଠା ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପଣସା ପଂଚାୟତର ମୋଟରଙ୍ଗା ପାଳ ଗ୍ରାମର ସେକ ଜୁଲୁ। ଆଜି ସକାଳୁ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।

ଯାଜପୁର ଟାଉନ : ଯାଜପୁର  ମେଡ଼ିକାଲ କଲେଜ ପାଖ ନିର୍ମାଣଧୀନ କୋଠା ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପଣସା ପଂଚାୟତର ମୋଟରଙ୍ଗା ପାଳ ଗ୍ରାମର ସେକ ଜୁଲୁ। ଆଜି ସକାଳୁ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଖାଲି ମଦ ବୋତଲ ଜବତ କରାଯାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥବା ବେଳେ ତଦନ୍ତ ଜାରି ରହିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.