Below header

ଜଗା ପ୍ରେମରେ ଅଶୋକ, ପାଦରେ ହରିଆଣାରୁ ପୁରୀ ଯାତ୍ରା କଲେ

ଜଗା ପ୍ରେମରେ ଅଶୋକ । ପାଦରେ ହରିଆଣାରୁ ପୁରୀ ଯାତ୍ରା କଲେ ଅଶୋକ ବର୍ମା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଶୋକ ଫରିଦାବାଦରୁ ପୁରୀ ଆସୁଛନ୍ତି ।

ଜଗା ପ୍ରେମରେ ଅଶୋକ । ପାଦରେ ହରିଆଣାରୁ ପୁରୀ ଯାତ୍ରା କଲେ ଅଶୋକ ବର୍ମା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଶୋକ ଫରିଦାବାଦରୁ ପୁରୀ ଆସୁଛନ୍ତି । ମେ ୩୦ ତାରିଖରୁ ହରିଆଣାରୁ ବାହାରିଥିଲେ ଅଶୋକ । ଜୁନ୍ ୧୯ ତାରିଖରେ ବାବା ବାଗେଶ୍ବରଂକ ଧାମରେ ପହଂଚିଥିଲେ । ବାବାଂକ ଦର୍ଶକ କରିବା ସହ ଅର୍ଜି ରଖିଥିଲେ ।

ପରେ ମହାପ୍ରଭୁ ଜଗନ୍ନାଥଂକ ଫଟୋ ଚିତ୍ର ଦେଖିଥିଲେ । ସେଠାରେ ଜଗନ୍ନାଥଂକ ଦର୍ଶନ କରିବାକୁ ନିର୍ଦ୍ଦେଶ ଆସିଥିଲା। ସେବେଠାରୁ ପାଦରେ ଚାଲି ଚାଲି ପୁରୀ ବାହାରିଥିଲେ ଅଶୋକ । ସୋନପୁର ଓ ବୋୖଦ୍ଧ ଜିଲ୍ଲାର ମନମୁଣ୍ଡା ଦେଇ ୫୭ ନମ୍ବର ଜାତୀୟ ରାଜପଥରେ ପୁରୀ ଆସୁଛନ୍ତି । ସେ ଜଗନ୍ନାଥଂକୁ ଦର୍ଶନ କରି ଅର୍ଜି ରଖିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.