Below header

ଝାରସୁଗୁଡା:୧୪୪ ଧାରା କଟକଣାକୁ ବଖାତିର କରି ଛଟ ପୂଜା କରୁଥିଲେ ଲୋକେ, ୩୦ ଜଣକୁ ଅଟକ ରଖିଲା ପୋଲିସ

ଝାରସୁଗୁଡା(କେନ୍ୟୁଜ୍):  ଛଟ ପୂଜା କରି ୩୦ ଅଟକ । କରୋନା ଯୋଗୁ ଝାରସୁଗୁଡାର ବିଭିନ୍ନ ନଦୀ ଏବଂ ପୋଖରୀ କୂଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି କଟକଣା ଗତକାଲିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିଲା ।

ହେଲେ ଏହି କଟକଣା ନମାନି ପ୍ରାୟ ହଜାରରୁ ଅଧିକ ଲୋକ ଚୌକିପଡାରେ ଥିବା ପୋଖରୀରେ ଏକତ୍ରିତ ହୋଇ ଛଟ ପୂଜା କରୁଥିଲେ । ନିୟମ ଉଲଙ୍ଘନ କରିଥିବାରୁ ୩୦ ଜଣଙ୍କୁ ଅଟକ ରଖିଛି ଝାରସୁଗୁଡା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.