Below header

ଓଡ଼ିଶାର ୨୨ଶହ ୮୨ ଜଣ ପୋଲିସ କର୍ମଚାରୀଙ୍କୁ ଆନ୍ତରିକ ସୁରକ୍ଷା ପଦକ ପ୍ରଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ମାଓ ଅଧ୍ୟୁଷିତ ଅଞ୍ଚଳର ଅପରେସନରେ ସାମିଲ ପୋଲିସ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ପଦକ ପ୍ରଦାନ କରାଯାଇଛି । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।

ମାଓ ଅଧ୍ୟୁଷିତ ଅଞ୍ଚଳର ଅପରେସନରେ ସାମିଲ ହୋଇଥିବା ଓଡ଼ିଶାର ୨୨ଶହ ୮୨ ଜଣ ପୋଲିସ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ୨ ବର୍ଷ ଅପରେସନରେ ସାମିଲ ପୋଲିସ କର୍ମଚାରୀଙ୍କୁ ଦିଆଯାଏ ଆନ୍ତରିକ ସୁରକ୍ଷା ପଦକ । ଏହି ପୁରସ୍କାର ପାଇଥିବା ପୋଲିସ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.