ଜୟପୁରରେ ଡବଲ ମର୍ଡର , ଦମ୍ପତିଙ୍କୁ ହତ୍ୟା କରିବା ପରେ ଘରେ କଳାକନା ବୁଝାଇଲା ଦୁର୍ବୃତ୍ତ

ଜୟପୁର(କେନ୍ୟୁଜ୍) : ଜୟପୁରରେ ଡବଲ ମର୍ଡର । ଜୟନଗର ଅଞ୍ଚଳରେ ଦମ୍ପତିଙ୍କୁ ହତ୍ୟା । ହତ୍ୟା ପରେ ଘରୁ ଲୁଟି କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.