Below header

ପୁରୀ : ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ଉଡାଇ ୮ ପର୍ଯ୍ୟଟକ ଅଟକ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ କ୍ୟାମେରା । ଡ୍ରୋନରେ ଶ୍ରୀମନ୍ଦିର ଫଟୋ ଉଠାଇଥିବା ଅଭିଯୋଗରେ ୮ ଜଣ ପର୍ଯ୍ୟଟକଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୋଲିସ । ଏମାନେ ଏମାର ମଠ ଉପରୁ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ବ୍ୟବହାର ହୋଇଥିବା ଡ୍ରୋନ କ୍ୟାମେରାକୁ ଜବତ କରିଛି ସିଂହଦ୍ୱାର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.