Below header

ଶୌଚ ହେବାକୁ ଯାଇଥିଲେ ବ୍ୟକ୍ତି, ପୋଖରୀରେ ବୁଡି ଗଲା ଜୀବନ

ସାଲେପୁର (କେନ୍ୟୁଜ୍‌) : ପୋଖରୀରେ ବୁଡି ଗଲା ଜୀବନ । ମୃତକ କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳର ଚିନ୍ତାମଣି ବେହେରା । ସକାଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ । ପୋଲିସ ପୋଖରୀରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.