Below header

ଭଦ୍ରକ: ଲକ ଡାଉନ କାରଣରୁ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଶୁଖୁଆ ବ୍ୟବସାୟୀ

ଭଦ୍ରକ: ଲକ୍‌ଡାଉନର ପ୍ରଭାବ ମତ୍ସ୍ୟଜୀବୀଙ୍କ ଉପରେ। ଗଭୀର ସମୁଦ୍ରରେ ମାଛମାରି ପରିବାର ଚଳାଉଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଘୋର ସଙ୍କଟରେ। ଲକ୍‌ଡାଉନ୍‌ ଯୋଗୁଁ ସମୁଦ୍ରକୁ ଟ୍ରଲର ଯାଉନଥିବାରୁ ଘରେ ହାତ ବାନ୍ଧି ବସିଛନ୍ତି ଭଦ୍ରକ ଧାମରା ପଞ୍ଚାୟତର ଶହ ଶହ ମତ୍ସ୍ୟଜୀବୀ। ତେବେ ଲକ୍‌ଡାଉନର ପ୍ରଭାବ ଯୋଗୁ ଶୁଖୁଆ ବେପାର ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଭଦ୍ରକ ଜିଲ୍ଲାର ଶୁଖୁଆ ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.