Below header

ଢେଙ୍କାନାଳ : ନକଲି ମଦ କାରଖାନା ଠାବ, ୪ ଜଣଙ୍କୁ ଗିରଫ

ଢେଙ୍କାନାଳ (କେନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଗାଁରେ ନକଲି ମଦ କାରଖାନା ଠାବ ହୋଇଛି। ଜିଲ୍ଲା ଅବକାରୀ ବିଭାଗ ଓ ଭୁବନ ପୋଲିସ ସହାୟତାରେ ମିଳିତ ଭାବେ ଚଢାଉ କରାଯାଇଛି। ବିଭିନ୍ନ ବିଦେଶୀ ମଦ ତିଆରି ସରଞ୍ଜାମ ସହ ବିଭିନ୍ନ ମଦର ହଲ୍ମାର୍କ , ମଦ ପ୍ରସ୍ତୁତ ମେସିନ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଲକ୍ଷାଧିକ ଟଙ୍କାର ମଦ ସହ ଏକ କାର୍କୁ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.