Below header

ସରୁନି ସାରଥିଙ୍କ ଅଡୁଆ, କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍): ସରୁନି ସାରଥିଙ୍କ ଅଡୁଆ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଜଣିଆ ଟିମ୍‌ ଆଶ୍ରମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାରଥିଙ୍କ ବେଆଇନ ସମ୍ପତ୍ତିର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ସହ ବାରିମୂଳ, ଆଶ୍ରମରେ ଇଡି ନୋଟିସ୍‌ ମଧ୍ୟ ଲଗାଇଛି । ଅନଧିକାର ପ୍ରବେଶ ପାଇଁ ନୋଟିସ୍‌ରେ ବାରଣ କରାଯାଇଛି । ନୋଟିସ୍‌ରେ ବାରିମୂଳ ଆଶ୍ରମର ୨୬ଟି ସମ୍ପତ୍ତିର ବାଜ୍ୟାପ୍ତି ତାଲିକା ରହିଛି । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧିନରେ ନୋଟିସ୍‌ ମାରିଛି ଇଡି । ପାଖାପାଖି ୪ ବର୍ଷ ଜେଲ୍‌ରେ ରହିବା ପରେ ଗତ ଗୁରୁବାର ବାହାରିଛନ୍ତି ସାରଥି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.